କରୋନା ଛାଟରେ ଛଟପଟ: ଜୀବିକା ଗଲା, ଏବେ କର୍କଟ ସହ ଯୁଝୁଛନ୍ତି ଅଭିନେତ୍ରୀ ପ୍ରତିଭା

ଭୁବନେଶ୍ବର : ପରିବାରର ଅର୍ଥାଭାବକୁ ଦୂର କରିବା ପାଇଁ ଘରୁ ଗୋଡ଼ କାଢ଼ିଥିଲେ। ନିଜର କଳା ପ୍ରତିଭାକୁ ପାଥେୟ କରି କିଛି ରୋଜଗାର କରିବେ ଓ ପରିବାରର ଅନଟନକୁ ଦୂର କରିବେ ବୋଲି ଧାଇଁ ଆସିଥିଲେ ରାଜଧାନୀ। ଦୂରଦର୍ଶନ ଓ ଟିଭି ପରଦାରେ ଅଭିନୟ କରି ସଫଳ ମଧ୍ୟ ହୋଇଥିଲେ। ମାତ୍ର ହଠାତ୍ ମହାମାରୀ କରୋନା ସବୁ କିଛି ବିଗାଡ଼ି ଦେଲା। କାମ ନ ମିଳିବାରୁ ରୋଜଗାର ଠପ୍‌ ହୋଇଗଲା। … Continue reading କରୋନା ଛାଟରେ ଛଟପଟ: ଜୀବିକା ଗଲା, ଏବେ କର୍କଟ ସହ ଯୁଝୁଛନ୍ତି ଅଭିନେତ୍ରୀ ପ୍ରତିଭା